ନୂଆ ବରଷରେ ଜନମ ମୋହର, ବର୍ଷ ସରିଲେ ଶେଷ, ଦିନ ଗଣି ଗଣି ସରିଯାଏ ମୁହିଁ, ବଦଳାଇ ନୂଆ ବେଶ। ବାରଟି ମାସର ସାଥୀ ମୁଁ ତୁମର, ତଥାପି କାନ୍ଥରେ ବସା, ମୋ ପାଖରେ ବାର ଥାଏ, ମାସ ଥାଏ, ତାରିଖ ବି ଥାଏ ଭରି, ନିଜେ ମୁଁ ଚାଲିପାରେନା କେବେ, ତଥାପି ସମସ୍ତଙ୍କ ଭବିଷ୍ୟତ ଧରି। ପତ୍ର ପରେ ପତ୍ର ଲେଉଟାଇ ମୋର ବୟସ ଯାଏ ବିତି, କହିଲ ମୁଁ କିଏ?
ଏହି ଢଗର ଉତ୍ତର ସମସ୍ତଙ୍କ ଘରେ ଅଛି! ଦେଖିବା କିଏ ପ୍ରଥମେ ଉତ୍ତର ଦେଉଛି। Comment your answer below! Subscribe and follow for original Odia content.
#OdiaDhagaDhamali #OdiaGapa #OdiaReels #ViralOdia #OdiaCreator #OdiaVideo #BhubaneswarReels
Comments