ସୁଇଚ୍ ଟିପିଲେ ମୋର ଜୋରସେ ଗର୍ଜନ, ଫୁର୍-କିନା ବୁଲେ ମୁଁ କରି ଘୁଁ-ଘୁଁ ଶବ୍ଦ! ଶିଳପୁଆ କାମ ସରେ ପଲକ ପକାଉଁ,

କହିଲ ମୁଁ କିଏ?


ପଲକ ପକାଉଁ କାମ ଶେଷ କରେ, କିନ୍ତୁ ଶିଳପୁଆ ନୁହେଁ! ଉତ୍ତର ଜଣାଅଛି ତ କମେଣ୍ଟରେ ଲେଖନ୍ତୁ। Share with friends and follow for daily Dhaga Dhamali!


#OdiaDhaga #OdiaDhamali #OdiaShorts #OdiaViralReels #Bhubaneswar #OdiaHumor #Prahelika

Show more Show less