ଗୋଟିଏ ଗୋଡ଼ରେ ମୁଁ ନାଚି ବୁଲେ ଘରେ,
ମୋ ଦେହର ସ୍ପର୍ଶ ପାଇ ଧୂଳି ଛତ୍ରଭଙ୍ଗ କରେ।
କାମ ସରିଗଲେ ମୋତେ କାନ୍ଥ କଣେ ଥୋଇ,
ବିଶ୍ରାମ ନିଏ ମୁଁ ତୁନିତାନି ହୋଇ।
କହିଲ ମୁଁ କିଏ?
ଜାଣିବାକୁ ଚାହାଁନ୍ତି କି ଏଇ ଅଦ୍ଭୁତ ନର୍ତ୍ତକୀ କିଏ? କମେଣ୍ଟରେ ଉତ୍ତର ଲେଖନ୍ତୁ! ଶେଷ ଯାଏଁ ଦେଖନ୍ତୁ ଓ ସାଥୀମାନଙ୍କୁ ସେୟାର କରନ୍ତୁ।
#OdiaPuzzle #OdiaDhagaDhamali #ShortsOdia #OdiaCreator #OdiaViral #RiddlesOfOdisha
Comments