ମୋ ପେଟ ଭିତରେ ହଜାରେ କଥା, ହେଲେ ପାଟି ମୋର ଜମା ଖୋଲେନାହିଁ।

ମୋତେ ଯିଏ ଯେତେ ଆଦର କରେ, ତାର ବୁଦ୍ଧି ସେତେ ବଢ଼ିଯାଏ ସିନା କମେନାହିଁ।

ଆଜିର ଖାସ୍ ଓଡ଼ିଆ ପ୍ରହେଳିକା! ଉତ୍ତର ଜଣାପଡିଲା କି? କମେଣ୍ଟ କରି ଜଣାନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ ସେୟାର୍ କରନ୍ତୁ !


।#OdiaDhaga #OdiaDhamali #Prahelika #OdiaReels #ShortsOdia #OdiaGram #OdiaFolk #SmartOdia

Show more Show less